भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

unanimous opinion

ସର୍ବ ସମ୍ମତ ରାୟ/ମତ

unaudited

ଅସମୀକ୍ଷିତ

unauthorised expenditure

ଅପ୍ରାଧିକୃତ ବ୍ୟୟ

unavoidable

ଅପରିହାର୍ଯ୍ୟ

unbalanced budget

ଅସନ୍ତୁଳିତ ବଜେଟ୍‌

unbalanced growth

ଅସନ୍ତୁଳିତ ପ୍ରବୃଦ୍ଧି

unballanced traffic

ଅସନ୍ତୁଳିତ ଯାତାୟାତ

uncalled capital

ଅନାହୂତ ପୁଞ୍ଜି

uncalled capital

ଅନାହୂତ ପୁଞ୍ଜି

uncashed cheque

ଅଭଙ୍ଗା ଚେକ୍‌

uncertainty

ଅନିଶ୍ଚିତତା

unchartered

ସମ୍ପନ୍ଧ ରହିତ

unclaimed debenture interest

ଅଦାବୀକୃତ ଋଣପତ୍ର ସୁଧ

unclaimed dividend

ଅଦାବୀ ଲାଭାଂଶ

unclaimed goods

ଅଦାବୀକୃତ ସାମଗ୍ରୀ

unclaimed security

ଅଦାବୀକୃତ ପ୍ରତିଭୂତି

unclassified

ଅବର୍ଗୀକୃତ

uncompleted contract

ଅସମ୍ପୂର୍ଣ୍ଣ ଚୁକ୍ତି

unconditional

ନିଃସର୍ତ୍ତ, ସର୍ତ୍ତ ବିହୀନ

unconfirmed credit (revocable credit)

ବିକଳ୍ପୀ ଉଧାର

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App