भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

< previous1234567892728Next >

p.a (per annum)

ବାର୍ଷିକ

P.A (personal assistant)

ବ୍ୟକ୍ତିଗତ ସହକାରୀ

package

ପୁଡ଼ିଆ, ସାମଗ୍ରୀକ

package appeal

ସଂବେଷ୍ଟନ ସ୍ଵରୂପ

package deal

ସମିଷ୍ଟିଚୁକ୍ତି, ସାମଗ୍ରୀକ ଚୁକ୍ତି

package policy

ସମଷ୍ଟି ପଲିସି

packer

ସଂବେଷ୍ଟକ, ପ୍ୟାକ୍‌ କରିବା ଲୋକ

packing (=packaging)

ବାନ୍ଧିବା;ସଂବେଷ୍ଟନ; ପ୍ୟାକ୍‌ କରିବା

pagination

ପୃଷ୍ଠାରେ ନମ୍ବର

paid charges

ପ୍ରଦତ୍ତ ପ୍ରଭାର

paid up

ପ୍ରଦତ୍ତ, ଦତ୍ତ, ଚୁକ୍ତି କୃତ

paid up capital

ପଦତ୍ତ ପୁଞ୍ଜି

paid up stock

ପ୍ରଦତ୍ତ ଷ୍ଟକ୍‌

painted display

ଚିତ୍ରିତ ପ୍ରଦର୍ଶନ

palleta

କାଷ୍ଠ ନିର୍ମିତ ପ୍ଲାଟଫର୍ମ

pamphlet

ପ୍ରଚାରପତ୍ର

paper clip

କାଗଜ ଚିପୁଣି

paper credit

ଖାତା ପତ୍ରରେ ଉଧାରୀ

paper currency

କାଗଜ ମୁଦ୍ରା

paper feed

କାଗଜ ଚଢ଼େଇବା ବ୍ୟବସ୍ଥା
< previous1234567892728Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App