भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

paper fingers

କାଗଜ ଧାରକ

paper insertion guide

କାଗଜ ଭର୍ତ୍ତି କରିବା ନିର୍ଦ୍ଦେଶ

paper release

କାଗଜ ମୋଚନ

paper support

କାଗଜ ଅବଲମ୍ବକ. କାଗଜ ଧାରକ

paper work

କାଗଜାତ କାର୍ଯ୍ୟ

par of exchange

ବିନିମୟ ସମମୂଲ୍ୟତା

par stock

ମୂଲ୍ୟାଙ୍କିତ ଷ୍ଟକ୍‌

par time agent

ସାମୟିକ ଅଭିକର୍ତ୍ତା

par value

ସମ ମୂଲ୍ୟ

paragraphing

ପରିଚ୍ଛେଦୀକରଣ

parameter

ମାପକ, ମାନଦଣ୍ଡ

parcel post insurance

ଡ଼ାକ ପାର୍ସଲ ବୀମା

parcener (HUF)

ଉତ୍ତରାଧିକାରୀ

parent company

ମୂଳ କମ୍ପାନୀ, ନିୟନ୍ତ୍ରକ କମ୍ପାନୀ

parent store

ମୁଖ୍ୟ ଭଣ୍ଡାର, ମୂଳ ଭଣ୍ଡାର

pari passa

ପାରିପାର୍ଶ୍ଵ

parity price

ସମତା ମୂଲ୍ୟ

parkinson’s law

ପାରକିନସନଙ୍କ ନିୟମ

part clearing

ଆଂଶିକ ସମାଶୋଧନ

part consignment

ଆଂଶିକ ମାଲ ପ୍ରେରଣ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App