भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

over issue

ଅଧି ପ୍ରଚଳନ

over lapping insurance

ପରସ୍ପର ବ୍ୟାପୀ ବୀମା

over time

ଅଧି-ସମୟ

over-absorbed overhead

ଅଧିକ ପରିଶୋଷିତ ଉପରିବ୍ୟୟ

over-all jobs

ସାମଗ୍ରୀକ କାର୍ଯ୍ୟ

over-assessment

ଅଧି-ମୂଲ୍ୟାଙ୍କନ

over-capitalisation

ଅଧି-ପୁଞ୍ଜିକରଣ

over-capitalisation

ଅଧି-ପୁଞ୍ଜିକରଣ

over-department

ବିଦେଶୀ ବିଭାଗ

over-payment

ଅଧି-ପ୍ରଦାନ

over-subscribed capital

ଅଧି-କ୍ରିତ ପୁଞ୍ଜି

overage

ଅତିରିକ୍ତ; ଉପରିଭାର

overage insurance

ଅଧି ବୟସ ବୀମା

overall performance audit

ସାମଗ୍ରିକ ସଂପାଦନ ନିରୀକ୍ଷଣ

overbid

ଅଧି ନିଲାମ ଡ଼ାକରା/ ଅଧିନିଲାମ ଆଦେଶ

overcharge claim

ଅଧି ପ୍ରଭାର ଦାବୀ

overcharging

ଅଧି ପ୍ରଭାରଣ

overdue account

କାଳାତୀତ ବାକୀ, ପୁରୁଣା ବାକୀ

overdue bill

କାଳାତୀତ ହୁଣ୍ଡି; କାଳାତୀତ ବିଲ୍‌

overhead cost

ଉପରି ବ୍ୟୟ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App