भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

open policy (declaration policy)

ମୁକ୍ତ ଘୋଷିତ ପଲିସି

open price

ମୁକ୍ତ ଦର

open stock

ମୁକ୍ତ ଗଚ୍ଛିତ ସାମଗ୍ରୀ; ମୁକ୍ତ ସମ୍ଭାର

open tender

ମୁକ୍ତ ନିବିଦା

open to buy

କ୍ରୟ ସମୟ ସୀମା

opening balance

ପ୍ରାରମ୍ଭିକ ଉଦ୍‌ବୃତ୍ତ

opening entry

ପ୍ରାରମ୍ଭିକ ପ୍ରବିଷ୍ଟି

opening stock

ପ୍ରାରମ୍ଭିକ ସାମଗ୍ରୀ, ପ୍ରାରମ୍ଭିକ ସମ୍ଭାର

operating cost

ପ୍ରଚଳନ ପରିବ୍ୟୟ, ସଂକ୍ରିୟା ପରିବ୍ୟୟ

operating profit

ପ୍ରଚଳନ ଉଦ୍‌ଭୂତ ଲାଭ; ସଂକ୍ରିୟା ଉଦ୍‌ଭୂତ ଲାଭ

operating ratio

ପ୍ରଚଳନ ଅନୁପାତ, ସଂକ୍ରିୟା ଅନୁପାତ

operating revenues

ପ୍ରଚଳନ-ଆୟ, ସଂକ୍ରିୟା ଆୟ

operating units

ପ୍ରଚଳନ ଏକକ; ସଂକ୍ରିୟା ଏକକ

operation manager

ସଂପାଦନ ପରିଚାଳକ

operational control

ଉତ୍ପାଦନ ଭିତ୍ତିକ ନିୟନ୍ତ୍ରଣ

operational procedure

ପ୍ରଚଳନ କ୍ରିୟା ବିଧି; ସଂକ୍ରିୟା ବିଧି

operational research

ସଂକ୍ରିୟା ବିଜ୍ଞାନ

operations research

ସକ୍ରିୟା ବିଜ୍ଞାନ

opportunity cost

ବିକଳ୍ପ ପରିବ୍ୟୟ

optimal investment

ସର୍ବୋତ୍ତମ/ଅନୁକୂଳତମ ବିନିଯୋଗ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App