भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

off-peak period

ବଜାର-ମାନ୍ଦା ସମୟ/ଋତୁ

off-route point

ମାର୍ଗେତର ସ୍ଥାନ

offensive goods

ଆପତ୍ତିଜନକ ଦ୍ରବ୍ୟ

offer (proposal)

ପ୍ରସ୍ତାବନା, ପ୍ରସ୍ତାବ, ନିବେଦନ

office

କାର୍ଯ୍ୟାଳୟ, ଦପ୍ତର

office automation system

କାର୍ଯ୍ୟାଳୟ ଯାନ୍ତ୍ରୀକରଣ ପଦ୍ଧତି; କାର୍ଯ୍ୟାଳୟ ସ୍ଵୟଂକ୍ରିୟ କରଣ

office copy

କାର୍ଯ୍ୟାଳୟ କିତା/କପି

office cost

କାର୍ଯ୍ୟାଳୟ ପରିବ୍ୟୟ

office layout

କାର୍ଯ୍ୟାଳୟ ବିନ୍ୟାସ

office manual

କାର୍ଯ୍ୟାଳୟ ସଂହିତା

office of profit

ଲାଭଦାୟୀ ପଦ

office on cost

କାର୍ଯ୍ୟାଳୟ ଉପରିବ୍ୟୟ; କାର୍ଯ୍ୟାଳୟ ଅଧିବ୍ୟୟ

office premises

କାର୍ଯ୍ୟାଳୟ ପରିସର

office procedure

କାର୍ଯ୍ୟାଳୟ ପ୍ରଣାଳୀ

officer

କାର୍ଯ୍ୟାଧିକାରୀ

official receiver

ସରକାରୀ ଅଧିକାର ପ୍ରାପ୍ତ ବ୍ୟକ୍ତି

omnibus clause

ସର୍ବ ସଂରକ୍ଷୀ ଧାରା

omnibus credit

ସାର୍ବଜନିକ ଉଧାର

omnibus risk

ସର୍ବସଂରକ୍ଷୀ ଆପଦ

on order

ଆଦେଶାନୁସାରେ, ବରାଦ ଅନୁସାରେ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App