भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

instrument

ପ୍ରପତ୍ର; କଳକବ୍‌ଜା; ଦଲିଲ୍‌; ଚୁକ୍ତିପତ୍ର

instrumental capital/producer’s capital

ଉତ୍ପାଦକ ପୁଞ୍ଜି

insurable interest

ବୀମା ଯୋଗ୍ୟ ସ୍ଵାର୍ଥ

insurance

ଜୀବନ ବୀମା

insurance

ବୀମା

insurance

ବୀମା

insurance account

ବୀମା ହିସାବ

insurance agent

ବୀମା ଅଭିକର୍ତ୍ତା

insurance broker

ବୀମା ଦଲାଲ୍‌

insurance charges

ବୀମା ପ୍ରଭାର ବ୍ୟୟ

insurance clause

ବୀମା ଆଇନ ଧାରା

insurance consciousness

ବୀମା ଚେତନା

insurance fund account

ବୀମା ନିଧି ହିସାବ

insurance policy system

ବୀମା ପଲିସି ପଦ୍ଧତି

insurance proposal

ବୀମା ପ୍ରସ୍ତାବ

insured

ବୀମା କୃତ, ବୀମା ଦାର

insured amount

ବୀମା ରାଶି

insurer

ବୀମା କର୍ତ୍ତା; ବୀମାକାରୀ; ବୀମା ବିକ୍ରେତା

intangible asset

ଅମୂର୍ତ୍ତ/ଅସ୍ପର୍ଶ୍ୟ/ପରିସଂପତ୍ତି

intangible fixed asset

ଅମୂର୍ତ୍ତ/ଅସ୍ପର୍ଶ୍ୟ/ସ୍ଥାୟୀ ପରିସଂପତ୍ତି

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App