भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

inland career

ଅନ୍ତର୍ଦେଶୀୟ ବାହକ

inland instrument

ଦେଶୀୟ ପ୍ରପତ୍ର

inland marketing

ଦେଶୀୟ ବିପଣନ

innovation

ନୂତନ ପ୍ରକ୍ରିୟା, ନବୋତ୍ପାଦ, ଅଭିନବୀକରଣ

input

ଉତ୍ପାଦନୀ ଯୋଗାଣ, ନିବିଷ୍ଟି

input output ratio

ନିବିଷ୍ଟ ଉତ୍ପତ୍ତି ଅନୁପାତ

inscribed stock

ଲିପିକୃତ ପ୍ରତିଭୂତି

insert

ଅନ୍ତଃପତ୍ର ସନ୍ନିବିଷ୍ଟ କରିବା

insolvency

ଦେବାଳିଆ ପଣ, ଶୋଧ ଅକ୍ଷମତା

insolvent

ଦେବାଳିଆ, ଶୋଧ ଅକ୍ଷମ

inspection

ନିରୀକ୍ଷଣ

instalation

ଅର୍ଥ ସ୍ଥାପନା

instalment bond

କିସ୍ତି ବନ୍ଧପତ୍ର

instalment credit

କିସ୍ତି ଉଧାର

instalment payment

କିସ୍ତି ପରିଶୋଧନ

instalment premium life policy

କିସ୍ତି ପ୍ରିମିୟମ ଜୀବନବୀମା ପଲିସି

instalment sale

କିସ୍ତି ବିକ୍ରୀ

institutional advertising

ଅନୁଷ୍ଠାନଗତ/ସଂସ୍ଥାଗତ ବିଜ୍ଞାପନ

institutional investor

ସଂସ୍ଥାଗତ ବିନିଯୋଗକାରୀ

institutional investors

ଆନୁଷ୍ଠାନିକ/ସଂସ୍ଥାନିକ ବିନିଯୋଗକାରୀ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App