भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

inflation

ମୁଦ୍ରାସ୍ଫୀତି

inflationary gap/deficit financing

ମୁଦ୍ରାସ୍ଫୀତି ଅନ୍ତରାଳ, ନିଅଣ୍ଟିଆ ବିତ୍ତ ବ୍ୟବସ୍ଥା

inflationary pressure

ମୁଦ୍ରାସ୍ଫୀତି ଚାପ

informal group

ଅଣ ଆନୁଷ୍ଠାନିକ ଗୋଷ୍ଠୀ

information theeory

ସୂଚନା ସିଦ୍ଧାନ୍ତ

informative advertising

ସୂଚନାତ୍ମକ ବିଜ୍ଞାପନ

informative salesmanship

ସୂଚନାତ୍ମକ ବିକ୍ରୟ କଳା

informed shopper

ଅଭିଜ୍ଞ ଗ୍ରାହକ

infrastructure

ଭିତ୍ତିଭୂମି, ଭିତ୍ତି ସଂରଚନା

infringement

ଲଂଘନ

inherent defect

ଅନ୍ତର୍ନିହିତ ତ୍ରୁଟି, ସହଜାତ ତ୍ରୁଟି

initial

ପ୍ରାଥମିକ

initial capital

ପ୍ରାରମ୍ଭିକ ପୁଞ୍ଜି

initial career

ମୂଳ ବାହକ

initial hook

ପ୍ରାରମ୍ଭିକ ଅଙ୍କୁଶ

initial point

ପ୍ରାରମ୍ଭିକ ସ୍ଥଳୀ

initial premium

ପ୍ରାରମ୍ଭିକ ପ୍ରିମିୟମ

initial proposal

ପ୍ରାରମ୍ଭିକ ପ୍ରସ୍ତାବ

injuction

ନିଷେଧାଦେଶ, ବ୍ୟାଦେଶ

inland bill/domestic bill

ଦେଶୀ ହୁଣ୍ଡି

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App