भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

index of members

ସଭ୍ୟ-ଅନୁକ୍ରମଣିକା, ସଦସ୍ୟ ସୂଚୀ

index of profit

ଲାଭ ସୂଚ୍ୟଙ୍କ

indexing

ସୂଚୀକରଣ

indian customs tariff

ଭାରତୀୟ ସୀମା ପ୍ରଶୁଳ୍କ

indian customs waters

ଭାରତୀୟ ସୀମାଶୁଳ୍କ ଜଳସୀମା

indian trade register

ଭାରତୀୟ ବ୍ୟାପାର ପଞ୍ଜି

indicator

ସୂଚ. ନିର୍ଦ୍ଦେଶକ

indices

ଘାତ ତତ୍ଵ

indigenous banking

ସାହୁକାରୀ ବ୍ୟବସ୍ଥା, ମହାଜନୀ; ଦେଶୀ ବ୍ୟାଙ୍କ ବ୍ୟବସ୍ଥା

indigenous production

ଦେଶୀୟ ଉତ୍ପାଦନ

indirect damage

ପରୋକ୍ଷ କ୍ଷତି

indirect expenses

ପରୋକ୍ଷ ବ୍ୟୟ

indirect labour payroll

ପରୋକ୍ଷ ମଜୁରି ଫର୍ଦ୍ଦ

indirect lighting

ପରୋକ୍ଷ ଆଲୋକ ବ୍ୟବସ୍ଥା

indirect marketing

ପରୋକ୍ଷ ବିପଣନ

indirect materials cost

ପରୋକ୍ଷ ସାମଗ୍ରୀ ପରିବ୍ୟୟ

indivisible

ଅବିଭାଜ୍ୟ

indorsed/assumed/guaranteed bond

ସମ ଆଶ୍ଵାସିତ ବନ୍ଧପତ୍ର

indorsement/endoresement

ପୃଷ୍ଠାଙ୍କନ

induced investment

ଉତ୍‌ପ୍ରେରିତ ବିନିଯୋଗ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App