भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

incoming partner

ଅନ୍ତର୍ଗାମୀ ଭାଗୀଦାର

incompetency

ଅଯୋଗ୍ୟତା

inconsistency

ଅସଙ୍ଗତି

incontestasle clause

ଅପ୍ରତିବାଦ୍ୟ ଧାରା

incorporation of company

କମ୍ପାନୀ ପ୍ରତିଷ୍ଠା, କମ୍ପାନୀ ନିଗମନ

incorrect allocation

ତୃଟିପୂର୍ଣ୍ଣ ବିଭାଜନ

incorrect casting/incorrect totalling

ତୃଟିପୂର୍ଣ୍ଣ ଯୋଗ

incorrect recording

ତୃଟିପୂର୍ଣ୍ଣ ଲିପିକରଣ

increase in hazard

ବର୍ଦ୍ଧିତ ଆପଦ

increased proportion

ବର୍ଦ୍ଧିତ ସମାନୁପାତ

increased value (I.V.)

ବର୍ଦ୍ଧିତ ମୂଲ୍ୟ

increasing term policy

ବର୍ଦ୍ଧନଶୀଳ ମିଆଦୀ ପଲିସି

indebeted

ଋଣୀ

indemnity

କ୍ଷତିପୂର୍ତ୍ତି

indemnity bond

କ୍ଷତିପୂର୍ତ୍ତି ବନ୍ଧପତ୍ର

indent

ବରାଦପତ୍ର; ଯାଚନାପତ୍ର; ମାଗଣପତ୍ର

indentation

ବରାଦ; ଯାଚନା; ମାଗଣ

indenture

ମାଗଣ

independent banking

ସ୍ଵାଧିନ ବ୍ୟାଙ୍କ ବ୍ୟବସାୟୀ

index number standard/tabular standard

ଅନୁକ୍ରମଣିକା ମାନକ; ସୂଚ୍ୟଙ୍କ ମାନକ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App