भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

health insurance

ସ୍ଵାସ୍ଥ୍ୟ ବୀମା

heavy Industry

ଭାରୀ ଉଦ୍ୟୋଗ, ଗୁରୁଶିଳ୍ପ

hedging

ସମ୍ଭାବ୍ୟ କ୍ଷତିରୁ ସୁରକ୍ଷା

hidden offer

ପ୍ରଚ୍ଛନ୍ନ, ଗୁପ୍ତ ପ୍ରସ୍ତାବ

hidden reserve

ଗୁପ୍ତ ସଞ୍ଚିତି, ପ୍ରଚ୍ଛନ୍ନ ସଞ୍ଚିତି

hierarchical organisation

ପଦ ସୌପାନିକ ସଂଗଠନ

hierarchy of needs

ଆବଶ୍ୟକତା ସୋପାନ (ପ୍ରୋତ୍ସହନରେ)

high way

ରାଜମାର୍ଗ/ରାଜପଥ/ରାଜରାସ୍ତା

high-priced executive

ଉଚ୍ଚ ବେତନଭୋଗୀ ଅଧିକାରୀ

hire interest account

ଭଡ଼ା ସୂତ୍ରେ କ୍ରୟର ସୁଧ ହିସାବ

hire purchase

ଭଡ଼ା ସୂତ୍ରେ କ୍ରୟ

hire purchase asset

ଭଡ଼ା ସୂତ୍ରେ କ୍ରୀତ ପରିସଂପତ୍ତି

hire purchase day back

ଭଡ଼ା ସୂତ୍ରେ କ୍ରୀତ ରାଜିନାମା

hire purchase ledger

ଭଡ଼ା ସୂତ୍ରେ କ୍ରୟ ଖତିୟାନ

hire purchase memorandum account

ଭଡ଼ା ସୂତ୍ରେ କ୍ରୟର ସ୍ମାରକୀ ହିସାବ

hire purchase payment

ଭଡ଼ା ସୂତ୍ରେ କ୍ରୟର ଶୋଧନ ହିସାବ

hire purchase sale account

ଭଡ଼ା ସୂତ୍ରେ ବିକ୍ରୟ ହିସାବ

hire purchase trading account

ଭଡ଼ା ସୂତ୍ରେ ବେପାର ହିସାବ

historical cost

କାଳିକ ମୂଲ୍ୟ

hoarding

ପ୍ରଚାର ପଟଳ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App