भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

< previous1234567Next >

G.A. and S (loss)

ସାଧାରଣ ବୀମା କ୍ଷତି ଏବଂ

G.D.P (gross domestic product)

ଜି.ଡ଼ି.ପି

gain

ଲାଭ; ପ୍ରାପ୍ତି; ମୁନାଫା

galloping inflation

ଉଲମ୍ପ ମୁଦ୍ରାସ୍ଫିତି, ଲମ୍ପପ୍ରଦ ମୁଦ୍ରାସ୍ଫିତି

game theory

କ୍ରୀଡ଼ା ତତ୍ତ୍ଵ

gantt’s bonus plan

ଗ୍ର୍ୟାଣ୍ଡଙ୍କ ବୋନସ ପରିକଳ୍ପନା

garnishee order

ଗାର୍ନିଶୀ ଆଦେଶ

gate keeper

ଦ୍ଵାରପାଳ

GATT (General agreement on Tariff and Trade)

ଗ୍ୟାଟ

general acceptance

ସାମାନ୍ୟ ସ୍ଵୀକୃତି, ସାଧାରଣ ସ୍ଵୀକୃତି

general agent

ସର୍ବାଧିକାରୀ ଅଭିକର୍ତ୍ତା, ସାଧାରଣ ଅଭିକର୍ତ୍ତା

general audit

ସାଧାରଣ ସମୀକ୍ଷା

general average and salvage (loss)]

ନିସ୍ତାରଣ ହାନି

general average contribution

ସାଧାରଣ ବୀମା କ୍ଷତି ଅଂଶଧନ

general average expenditure

ସାଧାରଣ ବୀମା କ୍ଷତିବ୍ୟୟ

general average sacrifice

ସାଧାରଣ ବୀମା କ୍ଷତି ତ୍ୟାଗ

general banker’s lien

ବ୍ୟାଙ୍କର ସାଧାରଣ ଧାରଣାଧିକାର

general cargo/general freight

ସାଧାରଣ ନୌଭାର

general charges account

ସାଧାରଣ ପ୍ରଭାର ହିସାବ

general ledger

ସାଧାରଣ ଖତିୟାନ,
< previous1234567Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App