भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

guand book

ରକ୍ଷକ ବହି, ଗାର୍ଡ଼ ବହି

guarantee

ପ୍ରତିଶ୍ରୁତି

guarantee bond

ପ୍ରତିଶ୍ରୁତି ତମସୁକ, ପ୍ରତିଶ୍ରୁତି ବନ୍ଧପତ୍ର

guarantee broker

ପ୍ରତିଶ୍ରୁତିଦାତା ଦଲାଲ୍‌

guaranteed

ପ୍ରତିଶ୍ରୁତ ହେବ

guaranteed annuity

ପ୍ରତିଶ୍ରୁତି ବାର୍ଷିକୀ

guaranteed bonus

ପ୍ରତିଶ୍ରୁତ ବୋନସ୍‌, ପ୍ରତିଶ୍ରୁତି ଅଧିଲବଧି

guaranteed fund

ପ୍ରତିଶ୍ରୁତ ନିଧି

guaranteed income policy

ପ୍ରତିଶ୍ରୁତ ଆୟ ପଲିସି

guaranteed renewable policy

ପ୍ରତିଶ୍ରୁତ ପୁନର୍ନବୀକୃତ ପଲିସି

guaranteed stock

ପ୍ରତିଶ୍ରୁତ ଗଚ୍ଛିତ ଦ୍ରବ୍ୟ

guaranteed triple benefit policy

ପ୍ରତିଶ୍ରୁତ ତ୍ରିବିଧ ଲାଭ ପଲିସି

guaranteed wage

ପ୍ରତିଶ୍ରୁତ ମଜୁର

guarantor

ପ୍ରତିଶ୍ରୁତି ଦାତା ଜାମିନଦାତା

guess estimate

ଅନୁମାନ ଭିତ୍ତିକ ପରିକଳ୍ପନା

guide card

ପଥ ପ୍ରଦର୍ଶକ, ପତ୍ରକ

guide file

ଗାର୍ଡ଼ ନଥି, ରକ୍ଷକ ନଥି

guild

ସଂଘ

guileful customer

ବଦରାଗୀ ଗ୍ରାହକ

guillotine

କାଗଜକଟା ତନ୍ତ୍ର

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App