भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

floating capital

ଚଳ/ଅସ୍ଥାୟୀ ପୁଞ୍ଜି

floating demonstration

ଚଳନ୍ତି ପ୍ରଦର୍ଶନ

floating fire policy

ଚଳନ୍ତି ଅଗ୍ନିବୀମା ପଲିସି

floating liability

ଚଳନ୍ତି/ଅସ୍ଥାୟୀ ଦେୟ

floating money

ଅସ୍ଥାୟୀ ମୁଦ୍ରା

floor

ଚଟାଣ, ତଲ, ଭୂମି, ନ୍ୟୂନତମ

floor pattern

ପ୍ରବାହ ଧାରା

floor price

ନ୍ୟୂନତମ ମୂଲ୍ୟ

floor process

ପ୍ରବାହ ପ୍ରକ୍ରିୟା

floor trader

ଛୋଟ ବା କ୍ଷୁଦ୍ର ବେପାରୀ

flotation cost

ନିର୍ଗମନ ପରିବ୍ୟୟ

fluctuating exchange rate

ପରିବର୍ତ୍ତନୀୟ ବିନିମୟ ହାର

fluctuating interest

ପରିବର୍ତ୍ତନୀୟ ସୁଧ ହାର

fluctuation

ହ୍ରାସ ବୃଦ୍ଧି

fly-leaf

ନଥି ମଲାଟ

folder

ଫୋଲଡ଼ର, ଖୁଆଡ଼

folio

ପୃଷ୍ଠା, ଫଲିଓ

follow-up

କାର୍ଯ୍ୟାନୁସରଣ

follow-up

ଅନୁବର୍ତ୍ତନ/ଅନୁସରଣ

food processor

ଖାଦ୍ୟ ପ୍ରକ୍ରିୟାକାରୀ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App