भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

fixed deposit (time deposit)

ସ୍ଥାୟୀ ଜମା

fixed exchange rate

ସ୍ଥାୟୀ ବିନିମୟ ହାର (ବୈଦେଶିକ ମୁଦ୍ରା)

fixed index

ନିଦ୍ଧିଷ୍ଟ ସୂଚୀ

fixed instalment method

ସ୍ଥାୟୀ କିସ୍ତି ପଦ୍ଧତି

fixed liability

ସ୍ଥାୟୀ ଦେୟ/ଦାୟ

fixed overhead cost

ସ୍ଥାୟୀ ଉପରିବ୍ୟୟ

fixed price order

ସ୍ଥିରମୂଲ୍ୟ ବରାଦ, ସ୍ଥିରଦର

fixed sample

ନିଦ୍ଧିଷ୍ଟ ନମୁଗଗନା

fixed term marriage endowment policy

ନିଶ୍ଚିତ ମିଆଦୀ ବିବାହ ପଲିସି

fixed term policy

ନିଶ୍ଚିତ ମିଆଦୀ ପଲିସି

fixture

ସାଜସଜ୍ଜା

flanking strategy

ପାର୍ଶ୍ଵ ବିକ୍ରୟ କୌଶଳ

flat commission

ସମହାର କମିଶନୀ

flat cost

ସମ ପରିବ୍ୟୟ

flat rate

ସମ ଦର, ଏକ ଦର

flexible

ନମନୀୟ, ପରିବର୍ତ୍ତନୀୟ

flight & capital

ପୁଞ୍ଜି ପଳାୟନ

floater policy (floating)

ଭାସମାନ/ଚଳମାନ ପଲିସି

floating

ଅସ୍ଥାୟୀ, ଅନିର୍ଦ୍ଦିଷ୍ଟ, ଚଳମାନ

floating asset

ଚଳ ପରିସମ୍ପତ୍ତି, ଅସ୍ଥାୟୀ ପରିସମ୍ପତ୍ତି

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App