भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

fascimile signature

ପ୍ରତିକୃତି ହସ୍ତାକ୍ଷର, ସ୍ଵାକ୍ଷର

fascimile signature

ପ୍ରତିରୂପ, ଅବିକଳ ନକଲ

fashion show

ବେଶପୋଷାକ ପ୍ରଦର୍ଶନ

fast mover

ଦ୍ରୁତ ବିକ୍ରୟ ବସ୍ତୁ

fatal accident

ମରଣାନ୍ତକ ଦୁର୍ଘଟଣା

favourable

ଅନୁକୂଳ

favourable balance of trade

ଅନୁକୂଳ ବାଣିଜ୍ୟ ବଳକା

favourable exchange rate

ଅନୁକୂଳ ବାଣିଜ୍ୟ ମୁଦ୍ରା ବିନିମୟ ଦର

favourable mortality

ଅନୁକୂଳ ମୃତ୍ୟୁହାର

fax

ଫ୍ୟାକ୍ସ

feasibility report

ସମ୍ଭାବ୍ୟ ବିବରଣୀ

feedback

ପ୍ରାପ୍ତ ସଙ୍କେତ

feeder industry

ପରିପୋଷକ ଶୁଳ୍କ

feeder line

ପରିପୋଷାକ ରେଖା

fertility contour map

ଉର୍ବରତା ସାମୋଚ୍ଚରେଖା ମାନଚିତ୍ର

fertility ratio

ଉର୍ବରତା ହାର

fictitious assets fiduciary

କାଳ୍ପନିକ ଆଭାସୀ ପରିସମ୍ପତ୍ତି

fidelity

ବିଶ୍ଵସ୍ତତା

fiducial distribution

ବିଶ୍ଵାସଯୋଗ୍ୟ ପରିବଣ୍ଟନ/ବିସ୍ତାରଣ

fiducial interval

ବିଶ୍ଵାସଯୋଗ୍ୟ ଅନ୍ତରାଳ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App