भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

frequency polygan

ବାରମ୍ବାରତା ବହୁଭୁଜ

frequency table

ବାରମ୍ବାରତା ସାରଣୀ

frequency test

ବାରମ୍ବାରତା ପରୀକ୍ଷଣ

fringe benefit

ଆନୁଷଙ୍ଗିକ ସୁବିଧା

frustration clause

ଆପଦସ୍ଥିତି ଧାରା

full assertment

ସମ୍ପୂର୍ଣ୍ଣ ମିଶ୍ରଣ

full coverage

ପୂର୍ଣ୍ଣ ବୀମା ସୁରକ୍ଷା

full discharge

ଦାୟିତ୍ଵରୁ ସମ୍ପୂର୍ଣ୍ଣ ମୁକ୍ତି, ପୂର୍ଣ୍ଣ ପରିଶୋଧ

full participation

ସମ୍ପୂର୍ଣ୍ଣ ଅଂଶଗ୍ରହଣ

fully paid share

ପୂର୍ଣ୍ଣ ପ୍ରଦତ୍ତ ଅଂଶପତ୍ର/ଅଂଶ ଧନ

fully secured creditor

ସମ୍ପୂର୍ଣ୍ଣ ମହାଜନ

functional

ଫଳନିକା/କାର୍ଯ୍ୟାତ୍ମକ

functional authority

କାର୍ଯ୍ୟାତ୍ମକ ପ୍ରାଧିକାର

functional departmentation

କାର୍ଯ୍ୟାତ୍ମକ ବିଭାଗୀକରଣ

functional manager

କାର୍ଯ୍ୟାତ୍ମକ ମେନେଜର/ପରିଚାଳକ

functionalisation

କାର୍ଯ୍ୟାତ୍ମକ ବ୍ୟବସ୍ଥାପନ

functionary

କାର୍ଯ୍ୟକର୍ତ୍ତା

fund

ପାଣ୍ଠି, ନିଧି

fundamental random process

ମୈଳିକ ଯଦୃଚ୍ଛ ପ୍ରକ୍ରମ

funding loan

ପାଣ୍ଠି ଋଣ, ନିଧି ଋଣ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App