भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

demarketing

ସାମୟିକ ଚାହିଦା ସଂକୋଚନ/ଅପସାରଣ

demi official letter

ଅର୍ଦ୍ଧସରକାରୀ ପତ୍ର

democratic management

ଗଣତାନ୍ତ୍ରିକ ପରିଚାଳନା

demonetization

ବିମୁଦ୍ରାକରଣ

demonstartion aids

ନିଦର୍ଶନ/ପ୍ରଦର୍ଶନ ଉପକରଣ

demonstration

ପ୍ରଦର୍ଶନ

demonstration sale

ପ୍ରଦର୍ଶନମୂଳକ ବିକ୍ରୟ

demurrage

ବିଳମ୍ବ ଶୁଳ୍‌କ, ବିଳମ୍ବ ଦେୟ

demy paper

ଡ଼ିମାଇ କାଗଜ

denationlisation

ଅଣଜାତୀୟକରଣ

denomination of securites

ପ୍ରତିଭୂତିର ଅଙ୍କିତ ମୂଲ୍ୟ

denomination-wise circulation

ମୁଦ୍ରା ମୂଲ୍ୟ ଭିତ୍ତିକ ସଞ୍ଚଳନ

denominational share

ଅଙ୍କିତ ଅଂଶ; ମୂଲ୍ୟାଙ୍କିତ ଅଂଶ

denominational value

ଅଙ୍କିତ ମୂଲ୍ୟ

density of traffic

ଯାତାୟାତ ଘନତ୍ଵ

departmental accounts

ବିଭାଗୀୟ ହିସାବ

departmental costing

ବିଭାଗୀୟ ପରିବ୍ୟୟ ନିର୍ଦ୍ଧାରଣ/ପରିବ୍ୟୟାଙ୍କନ

departmental profit and loss account

ବିଭାଗୀୟ ଲାଭ କ୍ଷତି ହିସାବ

departmental store

ବହୁ ବିଭାଗ ଭଣ୍ଡାର

dependant

ନିର୍ଭରଶୀଳ, ଆଶ୍ରିତ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App