भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

delinquent director

ଅପଚାରୀ/ଅଭିଯୁକ୍ତ ନିର୍ଦ୍ଦେଶକ

delinquent tax

ଆଦତ୍ତ କର

deliverable career

ମାଲ ବୁହା ଗାଡ଼ି

deliverable state

ଚାଲାଣଯୋଗ୍ୟ ସ୍ଥିତି

delivery book

ବସ୍ତୁ କାଗଜ ଆଦି ଅର୍ପଣ ବହି

delivery chalan

ଅର୍ପଣ ଚାଲାଣ

delivery of bills, cheques etc.

ବିଲ୍‌ ଚେକ୍‌ ହସ୍ତାନ୍ତରଣ/ସତ୍ଵାନ୍ତରଣ

delivery of goods

ଦ୍ରବ୍ୟ ଚାଲାଣ

delivery order

ଅର୍ପଣ ଆଦେଶ, ଅର୍ପଣ ନିର୍ଦ୍ଦେଶ

delivery receipt

ଅର୍ପଣ ପ୍ରାପ୍ତି ପତ୍ର/ହସ୍ତାନ୍ତର ପ୍ରାପ୍ତି ପତ୍ର

deluxe number

ଉତ୍କୃଷ୍ଟ ଦ୍ରବ୍ୟ

demand analysis

ଚାହିଦା ବିଶ୍ଳେଷଣ

demand bill

ଚାହିଦା ହୁଣ୍ଡି

demand deposit/call deposit

ଚାହିଦା ଜମା

demand draft (Bank draft)

ବ୍ୟାଙ୍କ/ଦାବି ଅର୍ଥପତ୍ର, ବ୍ୟାଙ୍କ ଡ଼୍ରାଫଟ୍‌

demand fluctuations

ଚାହିଦା-ଉତଥାନ-ପତନ

demand letter

ଚାହିଦା ପତ୍ର

demand liability

ଚାହିଁବାମାତ୍ରେ ଦେୟ, ତତ୍‌କାଳ ଦେୟ

demand promissory rote

ଚାହିଦା ଅଙ୍ଗୀକାର ପତ୍ର;ଚାହିଦା ପ୍ରମାଣ ପତ୍ର

demanding market

ଅତୃପ୍ତ ବଜାର

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App