भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

deferred indent

ଆସ୍ଥଗିତ ଯାଚନା ପତ୍ର; ଆସ୍ଥଗିତ ମାଗଣ ପତ୍ର

deferred share

ଆସ୍ଥଗିତ ଅଂଶ

deferred share capital

ଆସ୍ଥଗିତ ଅଂଶପତ୍ର

deficiency

ନ୍ୟୁନତା, ଅଭାବ, ନିଅଣ୍ଟ

deficiency account

ନିଅଣ୍ଟ ହିସାବ

deficiency of profits

ଲାଭର ଅଭାବ

deficit financing/Inflationary gap

ନିଅଣ୍ଟିଆ ବିତ୍ତ ବ୍ୟବସ୍ଥା; ସ୍ଫୀତି ଅନ୍ତରାଳ

definitive bond

ପକ୍କା ବନ୍ଧପତ୍ର

deflaction

ମୁଦ୍ରା ହ୍ରାସନ, ମୁଦ୍ରା ମୂଲ୍ୟ ହ୍ରାସନ

deflationary gap

ଅବସ୍ଫୀତି ଅନ୍ତରାଳ

defray

ଖର୍ଚ୍ଚ ବହନ କରିବା

defused perference

ବିସ୍ତୃତ/ବିକ୍ଷିପ୍ତ ପସନ୍ଦ

degglomeration

ବିକେନ୍ଦ୍ରୀକରଣ

degree of risk

ବୀମା ସଙ୍କଟ ମାତ୍ରା

degree sign

ଘାତ ଚିହ୍ନ

degressive taxation

କ୍ରମହ୍ରାସମାନ କର ବ୍ୟବସ୍ଥା

del credere agent

ଅଶ୍ଵାସୀ ଅଭିକର୍ତ୍ତା

del credere agreement

ଅଶ୍ଵାସୀ ଚୁକ୍ତି

del credere commission

ଅଶ୍ଵାସୀ କମିଶନ

delayed proposal

ବିଳମ୍ବିତ ପ୍ରସ୍ତାବ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App