भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

dealer servicing salesman

ବ୍ୟବସାୟଙ୍କୁ ସେବା ଯୋଗାଉଥିବା ବିକ୍ରେତା

dealers aid

ବ୍ୟବସାୟୀଙ୍କ ସହାୟସାମଗ୍ରୀ

dealing

ବ୍ୟବହାର, କାରବାର

death benefit

ମରଣୋତ୍ତର ଦେୟ ପରିମାଣ/ରାଶି

death by presumption

ପ୍ରକଳ୍ପିତ ମୃତ୍ୟୁ

debenture

ଋଣ ପତ୍ର

debenture bond

ଋଣ ପ୍ରମାଣ ପତ୍ର

debenture call book

ଋଣ ପତ୍ର ତଲବି ବହି

debenture interest book

ଋଣପତ୍ର ସୁଧ ବହି

debenture redemption fund

ଋଣ ପତ୍ର ପରିଶୋଧନ ନିଧି

debenture stock

ଋଣ ପତ୍ର ଷ୍ଟକ

debenture transfer register

ଋଣ ପତ୍ର ଅନ୍ତରଣ/ହସ୍ତାନ୍ତରଣ ରେଜିଷ୍ଟର

debit

ବିକଳନ (ହିସାବ), ଦାୟୀ, ଦାୟୀକରଣ

debit advice

ଦାୟୀ ସୂଚନା

debited to (Dr.)

ବିକଳିତ, ଦାୟୀତ୍ଵ

debris removal clause

ଆବର୍ଜନା ଅପସାରଣ ଖଣ୍ଡ

debt

ଋଣ, ଉଧାର

debt monetization

ଋଣ-ମୁଦ୍ରାକରଣ

debt service

ଋଣ ସେବା

debt-equity ratio

ଋଣ-ପୁଞ୍ଜି ଅନୁପାତ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App