भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

central exchange

କେନ୍ଦ୍ରୀୟ ଏକ୍ସଚେଞ୍ଜ

central limit theorem

କେନ୍ଦ୍ରୀୟ ସୀମା ପ୍ରମେୟ

central moment

କେନ୍ଦ୍ରୀୟ ମୁହୂର୍ତ୍ତ/ମୋମେଣ୍ଟ୍

central tendency

କେନ୍ଦ୍ରୀୟ ପ୍ରବଣତା

centralisation

କେନ୍ଦ୍ରୀକରଣ

centralisation of authority

ପ୍ରାଧିକାର କ୍ଷମତାର କେନ୍ଦ୍ରୀକରଣ

centralisation of services

ସେବା-କେନ୍ଦ୍ରୀକରଣ

centralised

କେନ୍ଦ୍ରୀଭୂତ

centralised filing

କେନ୍ଦ୍ରୀକୃତ ନଥିକରଣ

centralised typing

କେନ୍ଦ୍ରୀଭୂତ ଟାଇପିଂ କାର୍ଯ୍ୟ

centre of location

ଅବସ୍ଥିତି କେନ୍ଦ୍ର

centring

କେନ୍ଦ୍ରଣ

centroid method

କେନ୍ଦ୍ରକ ପ୍ରଣାଳୀ

certificate

ପ୍ରମାଣପତ୍ର

certificate mark

ପ୍ରମାଣଚିହ୍ନ

certificate of auditor

ସମୀକ୍ଷକ ପ୍ରମାଣପତ୍ର

certificate of authorisation

ପ୍ରାଧିକରଣ ପ୍ରମାଣପତ୍ର

certificate of bond

ବଣ୍ଡ୍-ପ୍ରମାଣପତ୍ର

certificate of charges

ପ୍ରଭାର ପ୍ରମାଣପତ୍ର

certificate of cheque

ଚେକ୍‌ ପ୍ରମାଣନ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App