भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

capitalisation of interest

ସୁଧର ପୁଞ୍ଜୀକରଣ

capitalisation of profit

ଲାଭର ପୁଞ୍ଜୀକରଣ

capitalisation of reserve

ସଞ୍ଚିତିର ପୁଞ୍ଜୀକରଣ

capitalised interest

ସୁଧର ପୁଞ୍ଜୀକରଣ

capitalised profit

ପୁଞ୍ଜୀକୃତ ଲାଭ

capitalised value

ପୁଞ୍ଜୀକୃତ ମୂଲ୍ୟ

capitalised value standard

ପୁଞ୍ଜୀକୃତ ମୂଲ୍ୟମାନ

caption

ଶୀର୍ଷକ

carbon

କାର୍ବନ, ନକଲ ପାଇଁ ବ୍ୟବହୃତ କାଗଜ

carbon copying

କାର୍ବନ ମାଧ୍ୟମରେ ପ୍ରତିଲିପିକରଣ

carbon-coated form

କାର୍ବନ ଲେପ ଫାରମ୍

card holder

ପତ୍ରକ ଧାରକ, କାର୍ଡ଼ ଧାରକ

card index

ପତ୍ରକ ସୂଚୀ

card index

ପତ୍ରକ ଅନୁସୂଚୀ

card ledger

ପତ୍ରକ ଖତିୟାନ

card wheel

ଘୂର୍ଣ୍ଣନ ପତ୍ରକ

cardinal number

ଗଣନ ସଂଖ୍ୟା

caret

ଅନୁଭୁକ୍ତି ଚିହ୍ନ

cargo

ନୌଭାର, ଜାହାଜ ମାଲ

cargo boat

ନୌଭାର ମାଲ ନୌକା

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App