भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

capital gain

ପୁଞ୍ଜିଗତ ଲାଭ

capital goods

ପୁଞ୍ଜିଗତ ଦ୍ରବ୍ୟ

capital inflow

ପୁଞ୍ଜି ଅନ୍ତଃ ପ୍ରବାହ

capital intensive

ପୁଞ୍ଜି ପ୍ରଧାନ

capital intensive industry

ପୁଞ୍ଜିପ୍ରଧାନ ଉଦ୍ୟୋଗ

capital investment

ପୁଞ୍ଜି ନିବେଶ

capital issue

ପୁଞ୍ଜି ନିର୍ଗମନ

capital loss

ପୁଞ୍ଜିଗତ କ୍ଷତି

capital market

ପୁଞ୍ଜି ବଜାର

capital net-worth

ପୁଞ୍ଜିଗତ ନିଟ୍‌ ମୂଲ୍ୟ

capital outflow

ପୁଞ୍ଜି ବହିଃ ପ୍ରବାହ

capital outlay

ପୁଞ୍ଜି ନିବେଶ, ପୁଞ୍ଜି ବ୍ୟୟ

capital profit (capital gains)

ପୁଞ୍ଜିଗତ ଲାଭ

capital receipt

ପୁଞ୍ଜିଗତ ପ୍ରାପ୍ତି

capital redemption reserve fund

ପୁଞ୍ଜିପ୍ରତିଦାନ ସଞ୍ଚିତି ପାଣ୍ଠି

capital reserve fund

ପୁଞ୍ଜି ସଞ୍ଚିତି ପାଣ୍ଠି

capital stock

ପୁଞ୍ଜି ଜମା

capital structure

ପୁଞ୍ଜି ସଂରଚନା, ପୁଞ୍ଜି ଢ଼ାଞ୍ଚା

capital sum

ପୁଞ୍ଜି ରାଶି

capitalisation

ପୁଞ୍ଜୀକରଣ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App