भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

called up capital

ଆହୂତ ପୁଞ୍ଜି

calls in advance

ଅଗ୍ରୀମ ପ୍ରାପ୍ତ ତଲବୀ ରାଶି

calls in arrears

ବକେୟା ତଲବୀ ରାଶି

calls unpaid

ଅଦତ୍ତ ତଲବୀ ରାଶି

campaign

ଅଭିଯାନ

campaign strategy

ଅଭିଯାନ କୌଶଳ

cancellation

ରଦ୍ଦକରଣ

cancellation date

ରଦ୍ଦ କରିବା ତାରିଖ

cannel of trade

ବେପାର ମାର୍ଗ

canvassing leaflet

ପ୍ରଚାର ପତ୍ର

capacity

କ୍ଷମତା ସାମର୍ଥ୍ୟ

capitain of industry

ଉଦ୍ୟୋଗ ଅଗ୍ରଣୀ

capital

ପୁଞ୍ଜି, ମୂଳଧନ

capital account

ପୁଞ୍ଜି ହିସାବ

capital asset

ପୁଞ୍ଜିଗତ ପରିସମ୍ପତ୍ତି

capital budget

ପୁଞ୍ଜିଗତ ବଜେଟ୍‌

capital consumption allowance

ପୁଞ୍ଜି ଉପଭୋଗ ଛାଡ଼

capital equipment

ପୁଞ୍ଜିଗତ ସରଞ୍ଜାମ

capital expenditure

ପୁଞ୍ଜିଗତ ବ୍ୟୟ

capital formation

ପୁଞ୍ଜି ସୃଜନ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App